ଜାତୀୟ ଖବର ଟର୍ବୁଲାନ୍ସ ଯୋଗୁଁ ବିମାନରେ ଆତଙ୍କ: ସୁରକ୍ଷିତ ଅବତରଣ କଲେ କ୍ୟାପ୍ଟେନ୍ ରାଜୀବ ପ୍ରତାପ ରୁଡି ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର୍ ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ବଜ୍ରପାତ, ବର୍ଷା ଏବଂ ଖରାପ ପାଗ ବିମାନ ଚଳାଚଳକୁ ପ୍ରଭାବିତ କରୁଛି। ଖରାପ ପାଗ ଯୋଗୁଁ ଇଣ୍ଡିଗୋର…