ଆଜିର ଖବର ତିନି ବର୍ଷ ପର୍ଯ୍ୟନ୍ତ ୟେସ୍ ବ୍ୟାଙ୍କର ଅଂଶଧନ ବିକ୍ରି କରିବନି ଏସ୍ବିଆଇ ମୁମ୍ବାଇ : ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ୟେସ୍ ବ୍ୟାଙ୍କର ଅଂଶଧନ ବିକ୍ରି କରିବ ନାହିଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଏସ୍ବିଆଇର ମୁଖ୍ୟ ରଜନୀଶ୍ କୁମାର…