ଅପରାଧ ଗୁଳିକାଣ୍ଡ ମାମଲା: ବିଜେପି ବିଧାୟକଙ୍କୁ ୪ ବର୍ଷ ଜେଲଦଣ୍ଡ, ହରାଇବେ ସଦସ୍ୟତା ନୂଆଦିଲ୍ଲୀ: ବିହାରର ସାହିବଗଞ୍ଜର ବିଜେପି ବିଧାୟକ ରାଜୁ କୁମାର ସିଂହଙ୍କ ବିରୋଧରେ ୮ ବର୍ଷ ପୁରୁଣା ଗୁଳିକାଣ୍ଡ ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏକ ବଡ଼…