ଜାତୀୟ ଖବର ପରୀକ୍ଷାରେ ବୁର୍ଖା ଉପରେ ପ୍ରତିବନ୍ଧକ ଦାବି କଲେ ବିଜେପି ନେତା, କ’ଣ କହିଲା ଏକନାଥ ସିନ୍ଦେଙ୍କ ଦଳ? ନୂଆଦିଲ୍ଲୀ: ପରୀକ୍ଷାରେ ବୁର୍ଖା ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ମହାରାଷ୍ଟ୍ର ମନ୍ତ୍ରୀ ନୀତୀଶ ରାଣେ ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହା ଉପରେ ମହାୟୁତୀ ଶିବସେନା…