ଆଜିର ଖବର ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି ନୂଆଦିଲ୍ଲୀ: ବିହାରରେ ପାଞ୍ଚଟି ରାଜ୍ୟସଭା ଆସନ ପାଇଁ ଆଜି ଭୋଟିଂ ହେଉଛି ଏବଂ ଆଜି ଫଳାଫଳ ଘୋଷଣା ହେବ। ଏନଡିଏ ଚାରୋଟି ଆସନ ଜିତିବା ନିଶ୍ଚିତ ବୋଲି…