ନିର୍ବାଚନ ଖବର ଓଡିଶାର ରାଜ୍ୟସଭା ଉପନିର୍ବାଚନ ପାଇଁ ବାହାରିଲା ବିଜ୍ଞପ୍ତି, ସତ୍ୟବ୍ରତ ରାଉତ ରିଟର୍ଣିଂ ଅଫିସର ଭୁବନେଶ୍ବର: ବିଜେଡି ନେତା ଦେବାଶିଷ ସାମନ୍ତରାୟ ଇସ୍ତଫା ପରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ସେଥିପାଇଁ ଆଜି ବିଧିବଧ ଭାବେ ଏହି ଉପନିର୍ବାଚନ ପାଇଁ…