Categories
ଆଜିର ଖବର ଜାତୀୟ ଖବର

ଶ୍ରୀ ରାମ ଭଜନ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୩ ଶ୍ରୀ ରାମ ଭଜନ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ରାମଲଲାଙ୍କ ପ୍ରାଣ-ପ୍ରତିଷ୍ଠାକୁ ନେଇ ଯେପରି ଭାବନା ବଢ଼ୁଛି ତାହା ଅଭିଭୂତ କରିବା ଭଳି।’