ଆଜିର ଖବର କ’ଣ ହେବ ରାମଲାଲାଙ୍କ ପୁରୁଣା ମୂର୍ତ୍ତି? ସବୁକିଛି ସ୍ପଷ୍ଟ କଲା ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ନୂଆଦିଲ୍ଲୀ: ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି ଯେ, ଅସ୍ଥାୟୀ ମନ୍ଦିରରେ ରଖାଯାଇଥିବା ରାମ ଲାଲାଙ୍କ ପୁରୁଣା ପ୍ରତିମା…