ଆଜିର ଖବର ଆରମ୍ଭ ହୋଇଛି ରମଜାନ, ଜାଣନ୍ତୁ ଉପବାସ ଶରୀର ଉପରେ କେତେ ପ୍ରଭାବ ପକାଇଥାଏ? ଭୁବନେଶ୍ଵର: ରମଜାନ ମାସ ଆରମ୍ଭ ହୋଇଛି। ମୁସଲମାନ ଭାଇ ଓ ଭଉଣୀମାନେ ଏହି ମାସରେ ଉପବାସ କରୁଛନ୍ତି। ବାସ୍ତବରେ ଉପବାସ ସ୍ୱାସ୍ଥ୍ୟ ପାଇଁ ଭଲ ବିବେଚନା କରାଯାଏ।…