ଆଜିର ଖବର ଜାଣନ୍ତୁ, କିଏ ସେ ଓଡ଼ିଆ ଝିଅ ଅପସରା ରାନୀ ଓ କ’ଣ ଥିଲା ରାମଗୋପାଳ ବର୍ମାଙ୍କ ଟ୍ବିଟ୍ ଭୁବନେଶ୍ବର, ଓଡ଼ିଆ ଝିଅ ଅଙ୍କିତା ମହାରଣା ଏବେ ଅପସରା ରାନୀ ନାଁରେ ବଲିଉଡରେ ବେଶ୍ ପରିଚିତ। ଡେରାଡୁନରେ ଜନ୍ମିତ ଅପସରା ତେଲୁଗୁ ଚଳଚ୍ଚିତ୍ରରେ କମାଲ କରିବା ପରେ …