ଜାତୀୟ ଖବର କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ: ମାର୍ଚ୍ଚ ୩୧ ରେ ରାମଲିଲା ମଇଦାନରେ ଇଣ୍ଡି ମେଣ୍ଟର ମେଗା ରାଲି ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହିତ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବିରୋଧ କରି ‘ଇଣ୍ଡିଆ’ ମେଣ୍ଟ ଦିଲ୍ଲୀର ରାମଲିଲା…