ଆଜିର ଖବର କଂଗ୍ରେସର ରେକର୍ଡ ଭାଙ୍ଗି ୨୦୪୭ ପର୍ଯ୍ୟନ୍ତ ସତ୍ତାରେ ରହିବ ବିଜେପି : ରାମ ମାଧବ ବିଜେପି ମହାସଚିବ ରାମ ମାଧବ ବିଜେପି କଂଗ୍ରେସର ରେକର୍ଡ ଭାଙ୍ଗି ୨୦୪୭ ପର୍ଯ୍ୟନ୍ତ ଶାସନ କ୍ଷମତାରେ ରହିବ ବୋଲି କହିଛନ୍ତି। ଭାରତରେ ଦୀର୍ଘକାଳ ଧରି ରାଜନୈତିକ କ୍ଷମତାରେ…