ଜାତୀୟ ଖବର ମାଇକ୍ରୋସଫ୍ଟ ସଙ୍କଟ କାରଣରୁ ଫସି ରହିଥିବା ବିମାନ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି: କେନ୍ଦ୍ର ମନ୍ତ୍ରୀ ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ପାଇଁ ଆଜି କଳା ଶୁକ୍ରବାର ହୋଇଛି। ସମଗ୍ର ବିଶ୍ୱରେ ମାଇକ୍ରୋସଫ୍ଟ ସର୍ଭର ଏବଂ କ୍ଲାଉଡ୍ ସେବା ବନ୍ଦ ହେତୁ ଭାରତୀୟ ବିମାନବନ୍ଦର ଏବଂ ବିମାନ…