ଆଜିର ଖବର ବିଜେପିରୁ ଇସ୍ତଫା ଦେଲେ ରାମପ୍ରସାଦ ଶର୍ମା ୨୦୧୯ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଦଳ ବଦଳ ପର୍ବ ଚାଲିଛି। ଏହି କ୍ରମରେ ଆସାମରେ ବିଜେପିରୁ ଇସ୍ତଫା…