ଆଜିର ଖବର ଟଳିଲା ବଡ଼ ଦୁର୍ଘଟଣା: ଅବତରଣ ସମୟରେ ରନୱେରେ ଧକ୍କା ଦେଲା ଭୁବନେଶ୍ଵରରୁ ରାଞ୍ଚି ଯାଉଥିବା ବିମାନ ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାଞ୍ଚି ବିମାନବନ୍ଦରରେ ଅବତରଣ କରିବା ସମୟରେ ଏକ ଇଣ୍ଡିଗୋ ବିମାନର ଲାଞ୍ଜ ରନୱେରେ ଧକ୍କା ଦେଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ଶୁକ୍ରବାର (୧୨ ଡିସେମ୍ବର,…