ଆଜିର ଖବର ମୋଦି ଧନୀ ଲୋକଙ୍କୁ ପଇସା ଦେଉଛନ୍ତି, କଂଗ୍ରେସ ଗରିବ ଲୋକଙ୍କୁ ପଇସା ଦେବ : ରଣଦୀପ ସୁର୍ଜେଓ୍ବାଲା ରାହୁଲ୍ଙ୍କର ସର୍ବନିମ୍ନ ନିଶ୍ଚୟ ଆୟର ଘାେଷଣା କରିବା ପରେ ଏହାକୁ ନେଇ ଆରମ୍ଭ ହୋଇ ରାଜନୈତିକ ବାକ୍ବିତଣ୍ଡା। ଏହି ପ୍ରସଙ୍ଗକୁ ନେଇ ଉଭୟ ଉଭୟଙ୍କୁ କଟାକ୍ଷ କରୁଛନ୍ତି।…