ବିଶେଷ ଖବର କେହି କହିବେ କି ଓଡିଶାରୁ କଂଗ୍ରେସର ଏକମାତ୍ର ରାଜ୍ୟସଭା ସଦସ୍ୟ ରଞ୍ଜିବ ବିଶ୍ଵାଳ ଦଳରେ ଅଛନ୍ତି ନା ଆଉ କେଉଁ ଦଳରେ ମିଶିବାର ବାଟ ଖୋଜୁଛନ୍ତି ସମୀକ୍ଷା ବ୍ୟୁରୋ ନୂଆ ସରକାର ଗଠିତ ହେବାପରେ ସଂସଦର ବର୍ଷାକାଳୀନ ଅଧିବେଶନ ସବୁଠୁ ସଫଳ ଓ ସବୁଠୁ କାର୍ୟକ୍ଷମ ବୋଲି କୁହାଯାଉଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ…