ଆଜିର ଖବର ରବି ଅଶ୍ୱିନ ରାଜକୋଟରେ ରଚିଲେ ଇତିହାସ, ଟେଷ୍ଟ ଫର୍ମାଟରେ ନେଲେ ୫୦୦ ୱିକେଟ୍ ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସ୍ପିନର ରବି ଅଶ୍ୱିନ୍ ରାଜକୋଟ ଟେଷ୍ଟରେ ଇତିହାସ ସୃଷ୍ଟି କରିଛନ୍ତି। ବାସ୍ତବରେ ରବି ଅଶ୍ୱିନ ଟେଷ୍ଟ ଫର୍ମାଟରେ ୫୦୦ ୱିକେଟ୍ ଅଙ୍କ ଛୁଇଁଛନ୍ତି।…