ଆଜିର ଖବର ବ୍ୟୟବହୁଳ EMI ରୁ ମୁକ୍ତି, ଶସ୍ତା ଋଣ ପାଇଁ ସଫା ହେଲା ରାସ୍ତା, ଆରବିଆଇ ରେପୋ ହାରକୁ 0.25% ହ୍ରାସ ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଋଣ ନେଇଥିବା ଲୋକଙ୍କୁ ଏକ ବଡ ଉପହାର ଦେଇଛି। ଆରବିଆଇର ମୁଦ୍ରା ନୀତି କମିଟିର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା…