ଜାତୀୟ ଖବର RBI Repo Rate ବଢ଼ିଲେ ବଢ଼ିବ EMI? ଘର, କାର ଓ ପର୍ସନାଲ ଲୋନ୍ ନେଇଥିବା ଲୋକଙ୍କ ଉପରେ ପଡ଼ିପାରେ ପ୍ରଭାବ ନୂଆଦିଲ୍ଲୀ: ଯଦି ଆପଣ ଗୃହ ଋଣ, କାର ଋଣ କିମ୍ବା ବ୍ୟକ୍ତିଗତ ଋଣର EMI ପରିଶୋଧ କରୁଛନ୍ତି, ତେବେ ଆସନ୍ତା ଦିନ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।…