ଆଜିର ଖବର ବିହାରରେ ନୂତନ ରାଜନୈତିକ ମେଣ୍ଟ: ଏକାଠି ହେଲେ RCP ସିଂହ ଏବଂ ପ୍ରଶାନ୍ତ କିଶୋର ପାଟନା: ବିଧାନସଭା ନିର୍ବାଚନ ପୂର୍ବରୁ ବିହାରର ରାଜନୀତି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ର ପୂର୍ବତନ ଜାତୀୟ ସଭାପତି ଆରସିପି ସିଂ…