ଆଜିର ଖବର ଶକ୍ତିଶାଳୀ ଷ୍ଟୋରେଜ୍ କ୍ଷମତା ଏବଂ AI ବୈଶିଷ୍ଟ୍ୟ ସହିତ Realme GT 6 ସ୍ମାର୍ଟଫୋନ୍ ର ହେଲା ଶୁଭାରମ୍ଭ ନୂଆଦିଲ୍ଲୀ: ସମୟ ସହିତ ମୋବାଇଲ୍ ଫୋନ୍ ମଡେଲ୍ ଏବଂ ଡିଜାଇନ୍ ବଦଳୁଛି। ଆଣ୍ଟେନା ସହିତ ବହୁଳ ଉପକରଣ ଯାହା ଆଜିର ହାଲୁକା, ଶକ୍ତିଶାଳୀ ସ୍ମାର୍ଟଫୋନରେ ପରିଣତ ହୋଇଛି।…