ଆଜିର ଖବର ଦିଲ୍ଲୀ ବିସ୍ଫୋରଣର ଷଡ଼ଯନ୍ତ୍ର କରିଥିଲା କି ପାକିସ୍ତାନ?: ଆଶ୍ଚର୍ଯ୍ୟଜନକ ବୟାନ ଦେଲେ ପାକିସ୍ତାନୀ ନେତା ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ବାହାରେ ଘଟିଥିବା କାର ବୋମା ବିସ୍ଫୋରଣ ସମ୍ପର୍କରେ ପାକିସ୍ତାନରୁ ଏକ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ବୟାନ ଆସିଛି। ପାକିସ୍ତାନ…