ଆଜିର ଖବର ରେଢ଼ାଖୋଲ ଖାଦ୍ୟ ଥାଳିରେ ଉପଲବ୍ଧ ହେବ ମିଲେଟ୍ ରେସିପି, ଆରିୟାନା ରେଷ୍ଟୁରାଣ୍ଟ କଲା ତ୍ରିପାକ୍ଷିକ ଚୁକ୍ତି ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ହୋଟେଲ ଆର୍ଯ୍ୟନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାଶକ୍ତି ଫାଉଣ୍ଡେସନ୍,…