ଆଜିର ଖବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଦକ୍ଷତା ରିପୋର୍ଟ ଦେଲେ ରାଜ୍ୟର ସବୁ ମନ୍ତ୍ରୀ, ରବିବାର ଦିନ ହେବ ସମୀକ୍ଷା ସମୀକ୍ଷା ବ୍ୟୁରୋ ପ୍ରତି ମାସ ସାତ ତାରିଖରେ ମାସିକା ରିପୋର୍ଟ ଦେବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ଅନୁସାରେ ନିର୍ଦ୍ଧାରିତ ତାରିଖର ଗୋଟିଏ…