ବିଶେଷ ଖବର ମହିଳାଙ୍କ ବିରୋଧରେ କହିବାକୁ ରାଜନେତା,ଲୋକ ପ୍ରତିନିଧି ଓ ସାମ୍ବାଦିକ-କାହାକୁ ବି ଲାଜ ଲାଗୁନାହିଁ, ଆଶ୍ଚର୍ଯ୍ୟ!! କେଦାର ମିଶ୍ର ବିଧାନସଭା ଭିତରେ ବିରୋଧୀ ଦଳ ମନ୍ତ୍ରୀଙ୍କୁ ସମାଲୋଚନା କରିବାରେ କାହାର କିଛି କରିବାର ନାହିଁ। ସାମ୍ବାଦିକ ସମ୍ମିଳନୀରେ ରାଜନୈତିକ ପ୍ରତିପକ୍ଷ ଶାସକ ଦଳ ବିରୋଧରେ…