ଜାତୀୟ ଖବର ସିଜେପି ପରେ ଆରଏଚଏ ଏବଂ ଇ-୨୦: ଦ୍ରୁତ ଗତିରେ ବଢୁଛି ଫଲୋଅର୍ସଙ୍କ ସଂଖ୍ୟା ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି ସୋସିଆଲ ମିଡିଆ, ବିଶେଷକରି ଇନଷ୍ଟାଗ୍ରାମ ମାଧ୍ୟମରେ ଏତେ ବଡ଼ ପ୍ରତିବାଦ ଆୟୋଜନ କରିଥିଲା ଯେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରୀ ପଦରୁ…