ଅନ୍ତରାଷ୍ଟ୍ରୀୟ ୟୁକ୍ରେନରେ ଷ୍ଟାରଲିଙ୍କ ଇଣ୍ଟରନେଟ୍ ସେବାରେ କଟକଣା ଲଗାଇଲେ ଏଲନ୍ ମସ୍କ ନୂଆଦିଲ୍ଲୀ: ୟୁକ୍ରେନରେ ସେନା ଦ୍ୱାରା ବ୍ୟବହୃତ ହେଉଥିବା ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବାର ଗତିକୁ ସ୍ପେସଏକ୍ସର ମୁଖ୍ୟ ଇଲୋନ୍ ମସ୍କ ସୀମିତ ବା ମନ୍ଥର କରିଦେଇଥିବା ନେଇ…