ଆଜିର ଖବର ସରକାରୀ ବସ୍ରେ ମହାରାଷ୍ଟ୍ରରୁ ବସ୍ତି ଆସିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ 7 ଜଣ କରୋନା ପଜିଟିଭ୍ ବସ୍ତି: କରୋନା ମୁକାବିଲା ଲାଗି ଦେଶରେ ଜାରି ରହିଛି ଲକ୍ ଡାଉନ୍। ଏହା ମଧ୍ୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟରେ ପଠାଇବା…