ଆଜିର ଖବର କ୍ରିକେଟ ଖେଳ ହେଲା କାଳ, ପଡ଼ିଆରେ ଟଳିପଡ଼ିଲେ ସରକାରୀ କର୍ମଚାରୀ ରାୟଗଡା: କ୍ରିକେଟ ଖେଳୁଥିବା ବେଳେ ଅସୁସ୍ଥ ହୋଇ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପି. ରାଜେଶ। ସେ ଗୁଣୁପୁର ବ୍ଲକରେ ରାଜସ୍ୱ ନିରୀକ୍ଷକ…