ଆଜିର ଖବର ଏହି କର୍ମଚାରୀମାନଙ୍କୁ ବଡ ଉପହାର ଦେଲେ ମୁକେଶ ଅମ୍ବାନୀ: ବାଣ୍ଟିଲେ ୩୫୧ କୋଟି ଟଙ୍କା ମୂଲ୍ୟର ସେୟାର ନୂଆଦିଲ୍ଲୀ: ଆଇପିଓର କଳ୍ପନାଜଳ୍ପନା ମଧ୍ୟରେ ମୁକେଶ ଅମ୍ବାନୀଙ୍କ ରିଟେଲ କମ୍ପାନୀ ରିଲାଏନ୍ସ ରିଟେଲ ଏହାର କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦେଇଛି। ରିଲାଏନ୍ସ ରିଟେଲ ଏହାର ୧୫…