ଜାତୀୟ ଖବର କିଏ ୨୪ ଘଣ୍ଟା ତ ଆଉ କିଏ ମାତ୍ର ପାଞ୍ଚ ଦିନ: ତଥାପି ବିଜେପି ସେମାନଙ୍କୁ ଦେଲା ଟିକେଟ, ଜାଣନ୍ତୁ କିଏ ସେ ପ୍ରାର୍ଥୀ ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଆନୁଷ୍ଠାନିକ ଭାବେ ଲୋକସଭା ନିର୍ବାଚନ ପାଇଁ ୧୯୫ ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନିର୍ବାଚନ ବିଗୁଲ ବଜାଇଛି।…