ଆଜିର ଖବର ଦ୍ୱିତୀୟ ଥର ପାଇଁ ପିତା ହେଲେ ରୋହିତ, ପୁତ୍ର ସନ୍ତାନର ଜନ୍ମ ଦେଲେ ପତ୍ନୀ ରିତିକା ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଦାବି ହେଉଛି ଯେ, ରୋହିତ ଦ୍ୱିତୀୟ ଥର ପାଇଁ…