ଅନ୍ତରାଷ୍ଟ୍ରୀୟ ହିନ୍ଦୁଙ୍କ ଉପରେ ଆଗତ ପ୍ରସ୍ତାବକୁ ଆମେରିକା ସଂସଦରେ ୩୨ ସାଂସଦଙ୍କ ସମର୍ଥନ ନୂଆଦିଲ୍ଲୀ: ଆମେରିକାରେ ହିନ୍ଦୁ ସମ୍ପ୍ରଦାୟର ଅବଦାନ ଏବଂ ସେମାନଙ୍କ ବିରୁଦ୍ଧରେ ବଢ଼ୁଥିବା ଘୃଣା ଘଟଣା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ସମର୍ଥନ ମିଳିଛି। ପ୍ରସିଦ୍ଧ ଆମେରିକୀୟ କଂଗ୍ରେସ…