ଆଜିର ଖବର ବିସିସିଆଇ ସଭାପତି ପଦ ପାଇଁ ସବୁଠୁ ଆଗରେ ଏହି ୩ ନାମ, କିଏ ନେବେ ରୋଜର ବିନ୍ନିଙ୍କ ସ୍ଥାନ? ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (BCCI)ରେ ଅସ୍ଥିରତାର ବାତାବରଣ ରହିଛି। ଅନେକ ପଦବୀରେ ନୂତନ ନିଯୁକ୍ତି ହୋଇପାରେ, କିନ୍ତୁ ସଭାପତି ପଦବୀ ସବୁଠାରୁ ଅଧିକ ଆଲୋଚନା ହେଉଛି।…