ଆଜିର ଖବର ODI ରେ 11 ହଜାର ରନ୍ ପୂରଣ କଲେ ରୋହିତ, ଇତିହାସ ସୃଷ୍ଟି କରିଛନ୍ତି ଭାରତର ଏହି ମହାନ ଖେଳାଳି ନୂଆଦିଲ୍ଲୀ: ରୋହିତ ଶର୍ମା ODI କ୍ରିକେଟ୍ ଇତିହାସରେ 11,000 ରନ୍ ପୂରଣ କରିଛନ୍ତି। ବାଂଲାଦେଶ ବିପକ୍ଷ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ପୂର୍ବରୁ ରୋହିତ ତାଙ୍କ କ୍ୟାରିୟରରେ 10,988…