ଆଜିର ଖବର ଝାଡ଼ଖଣ୍ଡରେ ରୁବେଲା ଭାଇରସ୍ ଚିହ୍ନଟ: ଜାଣନ୍ତୁ ଏହାର ଲକ୍ଷଣ ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ରୁବେଲା ମାମଲା ରିପୋର୍ଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି। ଏହି ଋତୁରେ ରାଜ୍ୟରେ ରୁବେଲା ସଂକ୍ରମଣର ଏହା ପ୍ରଥମ ମାମଲା। ସିମଡେଗା…