ଆଜିର ଖବର ରୁଷ ପ୍ରତି ଭାରତର କଡ଼ା ଆଭିମୁଖ୍ୟ: ଯୁଦ୍ଧ କ୍ଷେତ୍ରରେ ଫସି ରହିଥିବା ଭାରତୀୟଙ୍କୁ ପ୍ରତ୍ୟାବର୍ତ୍ତନ ପାଇଁ କଲା ଦାବି ନୂଆଦିଲ୍ଲୀ: କାଜାଖସ୍ତାନରେ ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଅଂଶଗ୍ରହଣ କରିଛନ୍ତି। ବୁଧବାର ଦିନ ବୈଦେଶିକ ମନ୍ତ୍ରୀ କାଜାଖସ୍ତାନରେ ତାଙ୍କ…