ଆଜିର ଖବର ISRO ମୁଖ୍ୟ ସୋମନାଥଙ୍କୁ କର୍କଟ ରୋଗ, ଆଦିତ୍ୟ ଏଲ -୧ ର ଲଞ୍ଚ ବେଳେ ହୋଇଥିଲା ଚିହ୍ନଟ ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟ ଏସ ସୋମନାଥ କର୍କଟ ରୋଗରେ ପୀଡିତ। ସେ ଆଜି ଏହା ଜାଣି ନଥିଲେ, କିନ୍ତୁ ଭାରତର ଉଚ୍ଚାଭିଳାଷୀ…