ବିଶେଷ ଖବର ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଓ ସମର୍ଥନରେ ଗଢା ହୋଇଥିବା ମାନବ ଶୃଙ୍ଖଳ, ଲିଙ୍ଗଗତ ସମାନତା ଲାଗି ଏକ କ୍ରାନ୍ତିକାରୀ ନବଜାଗରଣର ସଙ୍କେତ ସାଗରିକା ଗୋଟେ ପୁରୁଣା ବଙ୍ଗଳା ବାଊଲ ଗୀତାରେ କୁହାଯାଏ ନାରୀ ଓ ପୁରୁଷ ଗୋଟିଏ ସାଇକେଲର ଦୁଇଟି ଚକ । ଆମର ମହାନ କବି ଭୀମ ଭୋଇ…