ଜାତୀୟ ଖବର ବିଜେପିରେ ବିଦ୍ରୋହୀ ସ୍ୱର!, ଟିକେଟ୍ ବଣ୍ଟନ ପରେ ପୂର୍ବତନ ସିଏମ୍ ଠାରୁ ଏହି ନେତାମାନେ ଖୋଲିଲେ ମୋର୍ଚ୍ଚା ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୈତିକ ଉତ୍ତେଜନା ଆରମ୍ଭ ହୋଇଛି। ଏହି ସମୟ ମଧ୍ୟରେ ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରେ ବିଜେପିର…