ଆଜିର ଖବର ରାଜ୍ୟସଭା ପାଇଁ ଚାରି ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି: ଆତଙ୍କବାଦୀ କସାବକୁ ଫାଶୀ ଦେଇଥିବା ଓକିଲ ସାମିଲ ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ଏଥିରେ ପୂର୍ବତନ କୂଟନୀତିଜ୍ଞ ହର୍ଷ ଶ୍ରୀଙ୍ଗଲା, ବରିଷ୍ଠ ଆଇନଜୀବୀ ଉଜ୍ଜ୍ୱଳ…