ଆଜିର ଖବର ବେଦାନ୍ତ ଲାଞ୍ଜିଗଡ ବିବାଦ ଘନେଇଲା, ତଦନ୍ତ ଦାବୀ କଲେ ବିଧାୟକ ସାଗର ଦାସ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି ଭୁବନେଶ୍ବର: ବେଦାନ୍ତ ଲାଞ୍ଜିଗଡ କଂପାନୀର ରେଡ ମଡ ପଣ୍ଡ ଭୁଷୁଡି ପଡିବା ବିବାଦ ଧିରଧିରେ ଘନେଇବାରେ ଲାଗିଛି। ବାରମ୍ବାର କାହିଁକି ବେଦାନ୍ତ କଂପାନୀରେ ଏପରି ଘଟୁଛି ତାହାର…