ବିଶେଷ ଖବର ଦିଲ୍ଲୀରେ, ଜିତିଲେ ବି ଶାହିନବାଗ, ହାରିଲେ ମଧ୍ୟ ଶାହିନବାଗ !! କେଦାର ମିଶ୍ର ଭଗବାନଙ୍କୁ ଧନ୍ୟବାଦ, ଦିଲ୍ଲୀ ନିର୍ବାଚନ ସରିଯାଇଛି। ଯେବେ ବି ନିର୍ବାଚନ ଆସୁଛି, ଏ ଦେଶର ପବନରେ ବିଷ ଚାରି ଯାଉଛି। ବିଷାକ୍ତ ନିର୍ବାଚନୀ ଭାଷା…