ଆଜିର ଖବର ଭାରତର କାର୍ଯ୍ୟାନୁଷ୍ଠାନ ଦେଖି ଡ଼ରିଗଲା ଆତଙ୍କବାଦୀ ସଂଗଠନ, ପହଲଗାମ ଆକ୍ରମଣ ଉପରେ ଦେଲା ସ୍ପଷ୍ଟୀକରଣ ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଲଶ୍କର କମାଣ୍ଡର ସଇଫୁଲ୍ଲା ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ମନା କରିଦେଇଛି। ଏହା ପରେ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ)…