ଆଜିର ଖବର କାଷ୍ଟିଂ କାଉଚ୍ ର ଶିକାର ହେଲେ ଏହି ବଲିଉଡ ସୁନ୍ଦରୀ!: ନିର୍ଦ୍ଦେଶକଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ ମୁମ୍ବାଇ: ଅନେକ ବଲିଉଡ ସୁନ୍ଦରୀ କାଷ୍ଟିଂ କାଉଚ୍ ବିଷୟରେ ଅଭିଯୋଗ କରିଛନ୍ତି। ଅନେକ ଅଭିନେତ୍ରୀ ମଧ୍ୟ ସେମାନଙ୍କ ସହ ଘଟିଥିବା ଲଜ୍ଜାଜନକ ଘଟଣା ବିଷୟରେ ପ୍ରକାଶ କରିଛନ୍ତି।…