ଜାତୀୟ ଖବର ସାକେତ କୋର୍ଟ କୋଠାରୁ ଡେଇଁ ଜଣେ କର୍ମଚାରୀଙ୍କ ଆତ୍ମହତ୍ୟା: ମିଳିଲା ସୁଇସାଇଡ ନୋଟ୍ ନୂଆଦିଲ୍ଲୀ: ଦିଲ୍ଲୀର ସାକେତ କୋର୍ଟରୁ ଏକ ବଡ଼ ଖବର ଆସୁଛି। ହରିଶ ସିଂହ ନାମକ ଜଣେ କର୍ମଚାରୀ କୋର୍ଟ ପରିସରରେ ଆତ୍ମହତ୍ୟା କରିଛନ୍ତି। ସେ କୋର୍ଟ କୋଠାରୁ…