ଆଜିର ଖବର ସଲମାନ ଖାନଙ୍କ ଘର ବାହାରେ ଚାଲିଲା ଗୁଳି, ଅଭିନେତାଙ୍କ ସୁରକ୍ଷା ବଢାଇଲା ପୋଲିସ ମୁମ୍ବାଇ: ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ଘଟଣା ଆଜି ସକାଳେ ସାମ୍ନାକୁ ଆସିଛି। ପୋଲିସ ମଧ୍ୟ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି…