ଆଜିର ଖବର ବଗଲା ଧର୍ମଶାଳା ନେଇ ଭୁବନେଶ୍ବରରେ ଗର୍ଜିଲେ ସମ୍ବିତ ପାତ୍ର, ଆଜି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ ଭୁବନେଶ୍ବର, ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ଭୁବନେଶ୍ବରରେ ପହଁଛି ବଗଲା ଧର୍ମଶାଳା ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା…