ଜାତୀୟ ଖବର ‘ମୁଁ ୨୪ ଘଣ୍ଟା ମଧ୍ୟରେ ସମ୍ରାଟ ଚୌଧୁରୀଙ୍କୁ ଗୁଳି କରିବି’: ବିହାରର ଉପମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ହତ୍ୟା ଧମକ ନୂଆଦିଲ୍ଲୀ: ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ ମିଳିଛି। ଏକ ଅଜଣା ନମ୍ବରରୁ ତାଙ୍କ କର୍ମୀଙ୍କ ହ୍ୱାଟସଆପ୍କୁ ଏହି ଧମକ ପଠାଯାଇଛି। ମେସେଜରେ ଲେଖା ଅଛି…